s, Is, Has ର ବ୍ୟବହାର
try Again
Tip1:hello
Lesson 124
s, Is, Has ର ବ୍ୟବହାର
ଟିପ୍
=
- >米米拉是一个美丽的女孩eera is a beautiful girl
Meera's got curly hair -> Meera has got curly hair

ଆମେ ଯେ କୌଣସି ସଂଜ୍ଞା କିମ୍ବା ସର୍ବନାମ ପରେ ('s) ଲଗେଇ ପାରିବା. ଏଠାରେ ('s), ହେଉଛି 'is' କିମ୍ବା 'has' ର ଛୋଟ ଫର୍ମ୍.
=
Neha borrowed Meera's car -> ନେହା, ମିରା ଠାରୁ ଗାଡି ଧାର ନେଇଛି

କେବଳ ସଂଜ୍ଞା ପରେ (ସର୍ବନାମ ପରେ ନୁହଁ) ('s) ର ପ୍ରୟୋଗ ଅଧିକାର ମଧ୍ୟ ଦର୍ଶାଏ.
ଦ୍ବିତୀୟ ବାକ୍ୟରେ ('s) ଅଧିକାର ଦର୍ଶାଉଛି କାରଣ ଗାଡିଟା ହେଉଛି ମିରା ର.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Can you see my diary? ______
It has
It is
Its
It
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Look at my dress. ______
It has
It is
Its
it
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
This is ______
Neha
Neha was
Neha does
Neha's
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
______
Ram
Rams
Ram is
Ram has
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I don't like ______
Meera
Meera is
Meera has
Meera's
'That's not my car'ବାକ୍ୟରେ ('s) ର ସଠିକ୍ ଅର୍ଥ ବାଛନ୍ତୁ;
That has
That is
Thats
That
'Mohan's got a new mobile phone'ବାକ୍ୟରେ ('s) ର ସଠିକ୍ ଉତ୍ତର ବାଛନ୍ତୁ;
Mohan has
Mohan is
Mohans
Mohan
'ଏହିଟା ହେଉଛି ରିଆ ର ନୋଟ-ଖାତା 'ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ;
This is Riya note book
This is Riya has notebook
This is Riya's note book
This is Riyaes note book
'Raman's been here'ବାକ୍ୟରେ ('s) ର ସଠିକ୍ ଉତ୍ତର ବାଛନ୍ତୁ
Raman is
Raman has
'She's an honest lady'ବାକ୍ୟରେ 's ର ସଠିକ୍ ଉତ୍ତର ବାଛନ୍ତୁ
She is
She has
'She's been working here since January2014'ବାକ୍ୟରେ 's ର ଅର୍ଥ ସଠିକ୍ ବିକଳ୍ପ ବାଛନ୍ତୁ
She has
She is
ସେହିଟା ହେଉଛି ଶ୍ୟାମ ର ଶର୍ଟ୍
ଆଜି ପାଗଟା ବହୁତ ଆନନ୍ଦଦାୟକ.
      • pleasant
      • is
      • The weather
      • has
      • today
      • was
      ପ୍ରିୟା ଭୁତ ଦେଖିଛି
        • seen
        • is
        • Priya
        • has
        • was
        • a ghost
        ସେ ହେଉଛି ରାମ ର ପୁତୁରା
          • nephew
          • is
          • has
          • Ram's
          • he
          • Rams
          'ସେ ମୋ ଘର କୁ ଆସୁଛି 'ର ଇଂରାଜୀ ରେ ଅନୁବାଦ ବାଛନ୍ତୁ;
          She has coming to my place
          She is coming to my place
          Shes coming to my place
          She was coming to my place
          'ରାମ ନୁଆ ବଙ୍ଗଳା କିଣିଛି 'ର ଇଂରାଜୀ ରେ ଅନୁବାଦ କରନ୍ତୁ;
          Ram has bought a new bungalow
          Ram is bought a new bungalow
          Rams bought a new bungalow
          Ram was bought a new bungalow
          'ବାହାରେ ବର୍ଷା ହେଉଛି 'ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ;
          It was raining outside
          Its raining outside
          It has raining outside
          It is raining outside
          =
          !
          ଶୁଣନ୍ତୁ
          ଟିପ୍
          ପରବର୍ତ୍ତୀ ଶବ୍ଦ