Present Perfect Tense: ସକାରାତ୍ମକ
try Again
Tip1:hello
Lesson 130
Present Perfect Tense: ସକାରାତ୍ମକ
ଟିପ୍
I have walked 2 kilometers already. = ମୁଁ ଦୁଇ କିଲୋମିଟର ଚାଲି ସାରିଲିଣି (ଆଉ ଏବେ ମଧ୍ୟ ଚାଲୁଛି.)
Present perfect tense ସେହି ଘଟଣାର ବର୍ଣ୍ଣନା କରିବାକୁ ପ୍ରୟୋଗ କରାଯାଏ, ଯାହାର କୌଣସି ଗତିବିଧି ଅତୀତ କାଳରେ ଆରମ୍ଭ ହେଇଥାଏ ଓ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଥାଏ କିମ୍ବା ଏପର୍ଯ୍ୟନ୍ତ ସତ୍ୟ ଥାଏ.
I have had pasta once. = ମୁଁ ଥରେ ପାସ୍ତା ଖାଇଛି.
ଏହି tense ସେହିପରି ଘଟଣା ପାଇଁ ମଧ୍ୟ ବ୍ୟବହାର କରାଯାଏ ଯେଉଁଟା ଅତୀତ କାଳରେ ଘଟି ସାରିଛି, କିନ୍ତୁ ତାର କିଛି ନିର୍ଦ୍ଦିଷ୍ଟ ସମୟ ଦିଆ ଯାଇ ନାହିଁ.
ଟିପ୍
I have worked here since 1999. = ମୁଁ 1999 ରୁ ଏଠାରେ କାମ କରୁଛି (ଆଜି ମଧ୍ୟ କରୁଛି).
Present Perfect Tense ରେ ସକାରାତ୍ମକ ବନେଇବା ପାଇଁ :
Subject + 'have/has' + କ୍ରିୟା ର Past Participle ରୁପ .
ଏଠାରେ 'work' ର Past Participle ରୁପ 'worked' ଅଟେ.
She has met me once. = ସେ ମୋ ସାଂଗରେ ଥରେ ଦେଖା କରିଛି.

ଏଠାରେ meet ର Past Participle ରୁପ met ହେବ. ସାଧାରଣତଃ କ୍ରିୟାର past participle ରୁପ past tense ରୁପ ଭଳିଆ ଥାଏ, କିନ୍ତୁ irregular verbs ପାଇଁ ଭିନ୍ନ ହେଇ ଥାଇପାରେ(eg: I eat (simple present), I ate (simple past), I have eaten (present perfect)).
'To-be verb - Past participle form = Been'^~^'typefacestyle'
Present tense Present perfect tense
I am I have been
You are 你有been
He is He has been
She is She has been
It is It has been
We are We have been
他们是 They have been
'Eat - Past participle form = Eaten'^~^'typefacestyle'
They study They have studied
Present tense Present perfect tense
I eat I have eaten
You eat 你有eaten
He eats He has eaten
She eats She has eaten
It eats It has eaten
We eat We have eaten
They eat They have eaten
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I ______
has bought
has buy
have bought
have buyed
'ତୁମେ ତାକୁ ଏହି କ୍ଷଣି ଫୋନ୍ କରିଥିଲ.'ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
You has just called her up.
你有just called her up.
你有just call her up.
你有just callen her up.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
He ______
has lived
have lived
has liven
lived has
ସେ ନିଜର ନୁଆ ଚାକିରୀ ପୁର୍ବରୁ ଆରମ୍ଭ କରି ସାରିଛି.
      • has
      • already started
      • she
      • start
      • new job.
      • her
      ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
      My computer is very old and it ______
      have never work
      have never worked
      has never work
      has never worked
      ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
      We ______
      have seen
      has seen
      have see
      have saw
      ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
      They ______
      has been
      been have
      have been
      have were
      'ଓଃ ନା! ଆମେ ବସ୍ ମିସ୍ କରିଦେଲୁ.'ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
      Oh no! We have missed the bus.
      Oh no! We has miss the bus.
      Oh no! We has missed the bus.
      Oh no! We have miss the bus.
      ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
      She ______
      have visited
      has visited
      has visit
      visited has
      ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
      They ______
      have eaten
      have ate
      have eat
      has eaten
      ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
      Neha ______
      has brought
      has bought
      has buyed
      have buy
      ସେ ନିଜର ସବୁ ପରୀକ୍ଷା ପାସ୍ କରି ସାରିଛି.
        • has
        • passed
        • she
        • her
        • exams
        • all
        'ମୁଁ ମୋର ହୋମ୍ ୱର୍କ ହଜେଇ ଦେଇଛି.'ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
        I've lose my homework.
        I has lost my homework.
        I lost have my homework.
        I've lost my homework.
        ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
        I ______
        have won
        have winned
        have win
        won have
        ସେ କାମ କରି ସାରିଛି.
        ଆମେ ଆମର ଗାଡି ଧୋଇ ଦେଇଛୁ.
          • car.
          • we
          • washed
          • have
          • our
          • has
          ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
          It ______
          have rained
          have rain
          has rained
          has rain
          =
          !
          ଶୁଣନ୍ତୁ
          ଟିପ୍
          ପରବର୍ତ୍ତୀ ଶବ୍ଦ