Simple past vs. Present perfect practice
try Again
Tip1:hello
第165课
Simple past vs. Present perfect practice
ଟିପ୍
I have had a driver's license for the last seven years. = ମୋ ପାଖରେ ଗତ ସାତ ବର୍ଷ ହେଲା ଡ୍ରାଇଭିଙ୍ଗ୍ ଲାଇସେନ୍ସ୍ ଅଛି.
'Present perfect' ର ବ୍ୟବହାର ତେବେ ହେବ ଯେବେ ଅତୀତ କାଳ ରେ ଆରମ୍ଭ ହେଇ ଥିବା କୌଣସି ଗତିବିଧି ଏପର୍ଯ୍ୟନ୍ତ ଚାଲିଛି.
ଏହି ବାକ୍ୟ ରେ 'Present perfect' ର ବ୍ୟବହାର ହେବ କାରଣ 'ମୋ ପାଖରେ ଗତ ସାତ ବର୍ଷ ହେଲା ଡ୍ରାଇଭିଙ୍ଗ୍ ଲାଇସେନ୍ସ୍ ଅଛି.' ଏବଂ ଏବେ ମଧ୍ୟ ଅଛି.
=
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I ______
have had
have having
have has
was have
ଟିପ୍
I worked for an Indian company for two years. = ମୁଁ ଦୁଇ ବର୍ଷ ଗୋଟେ ଭାରତୀୟ କମ୍ପାନୀ ପାଇଁ କାମ କରିଛି.

'Simple past' ର ବ୍ୟବହାର ଅତୀତ କାଳରେ ଘଟି ଥିବା ଏମିତି ଏକ ଘଟଣା ବିଷୟରେ କହିବା ପାଇଁ ହୁଏ ଯେଉଁଟା ବର୍ତ୍ତମାନ କାଳରେ ଚାଲିନି.
=
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I ______
live
lived
have living
will lived
ଇଂରାଜୀ ରେ ଅନୁବାଦ କରନ୍ତୁ
Neha is your best friend, isn't it? How long have you been friends?
ନେହା ହେଉଛି ତୁମର ସବୁଠାରୁ ଭଲ ମିତ୍ର, ନା କଣ ? ତୁମେ ଦୁହେଁ କେବେ ଠାରୁ ବନ୍ଧୁ ଅଛ?


Yes, we are. We have known each other for over fifteen years.
ହଁ. ଆମେ ପରସ୍ପର କୁ 15 ବର୍ଷ ପୁର୍ବରୁ ଜାଣିଛୁ.


I see. And who was your best friend before you met Neha?
ଓଃ ବୁଝିଲି. ଓ ନେହା ସହିତ ଦେଖା ହେବା ପୁର୍ବରୁ ତୁମର ଘନିଷ୍ଟ ମିତ୍ର କିଏ ଥିଲା?


Sachin was my best friend then. I was not in India at that time. I was in America.
ତେବେ ସଚିନ୍ ମୋର ସବୁଠାରୁ ଘନିଷ୍ଠ ମିତ୍ର ଥିଲା. ସେହି ସମୟରେ ମୁଁ ଭାରତ ରେ ନଥିଲି. ମୁଁ ଆମେରିକା ରେ ଥିଲି.


Oh, really? How long were you in America?
ଓଃ ସତରେ ? ତୁମେ ଆମେରିକା ରେ କେତେ ସମୟ ପାଇଁ ଥିଲ?


For nearly two years. I moved back to India from America three years ago to join Reliance.
ପାଖାପାଖି ଦୁଇ ବର୍ଷ ପାଇଁ. ମୁଁ ରିଲାଏନ୍ସ୍ ରେ କାମ ଆରମ୍ଭ କରିବା ପାଇଁ ତିନି ବର୍ଷ ପୁର୍ବରୁ ଭାରତ କୁ ଫେରି ଆସିଥିଲି.


I see. And do you drive?
ଓଃ ବୁଝିଲି. ତୁମେ କଣ ଡ୍ରାଇଭ୍ କର?


Yes, I do. I've had a driver's license for seven years.
ହଁ, ମୁଁ କରେ. ମୋ ପାଖରେ ଗତ ସାତ ବର୍ଷ ହେଲା ଡ୍ରାଇଭିଙ୍ଗ୍ ଲାଇସେନ୍ସ୍ ଅଛି.


ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I had sold my car before ______
I came
I come
I have come
I coming
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
He ______
hasn't eaten
hasn't ate
不吃了
did not eats
'ମୁଁ ତାକୁ ଗତ ବର୍ଷ ପରେ ଆଉ ଦେଖି ନାହିଁ. 'ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
I haven't seen her since last year.
I did not see her since last year.
I had seen her since last year.
I did not saw her since last year.
'ସେମାନେ କିଛି ମିନିଟ୍ ପୁର୍ବରୁ ବାହାରି ଗଲେ.'ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ.;
They left a few minutes ago.
They leave a few minutes ago.
They had left a few minutes ago.
They will leave a few minutes ago.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
They ______
finalised
have finalised
have finalise
finalise
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
The film ______
hasn't started
不是圣arted
started
'ସେ ଗୁରୁବାର ଠାରୁ ଅସୁସ୍ଥ ଅଛି. 'ର ଇଂରାଜୀ ରେ ଅନୁବାଦ କଣ ହେବ?
She has been ill since Thursday.
She was ill since Thursday.
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I ______
finished
finish
have finished
have finish
କେହି ଫୋନ୍ ବାଜିବା ର ଉତ୍ତର ଦେଲେ ନାହିଁ.
      • answered
      • nobody
      • the phone
      • when
      • it rang.
      • has answered
      ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
      He ______
      had
      has
      has been
      was
      ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
      Last year, we ______
      went
      have went
      will went
      have gone
      ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
      Neha and Pooja ______
      have just read
      have just readed
      reading
      will read
      ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
      I ______
      met
      have met
      meet
      have meet
      simple past present perfect
      i first got to know him 10 years ago. ive known him for 10 years.
      i started work here in 1989. ive worked here since 1987.
      i had too much to eat at lunchtime. ive eaten too much.
      i saw john last week. ive seen john this week.
      i lost my keys yesterday. it was terrible ive lost my keys!
      my great-grandmother went to mexico three times. my brother has been to mexico three times.
      i knew julie for ten years ive known julie for ten years
      =
      !
      ଶୁଣନ୍ତୁ
      ଟିପ୍
      ପରବର୍ତ୍ତୀ ଶବ୍ଦ