ମୋର ନୁଆ phone
try Again
Tip1:hello
第168课
ମୋର ନୁଆ phone
ଡାଏଲଗ୍ ଶୁଣନ୍ତୁ
Hey! Look, I bought a new phone.
ହେ ଦେଖ ! ମୁଁ ନୁଆ ଫୋନ୍ କିଣିଲି.


It looks so sleek, show me!
ଏହିଟା କେତେ ପତଳା, ଦେଖେଇଲ ମତେ.


I bought it for just 4000 bucks, it has an 8 mega-pixel camera.
ମୁଁ ଏହାକୁ ମାତ୍ର 4000 ଟଙ୍କା ରେ କିଣିଲି, ଏଥିରେ 8 ମେଗା ପିକ୍ସେଲ୍ କ୍ୟାମେରା ଅଛି.


Wow! That's very cheap.
ବାହ ! ବହୁତ ସସ୍ତା.


'ମୁଁ ଗତ କାଲି ଗୋଟେ ନୁଆ ଫୋନ୍ କିଣିଲି.'ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ.;
I bought a new phone yesterday.
I bought a very new phone yesterday.
I brought a new phone yesterday.
I bought new phone yesterday.
ମତେ ତୁମ ନୁଆ ଫୋନ୍ ଟା ଦେଖାଅ.
      • to
      • me
      • look
      • show
      • new phone.
      • your
      ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
      I ______
      bought it from
      bought it for
      bring it for
      buyed it for
      ଡାଏଲଗ୍ ଶୁଣନ୍ତୁ
      I know! Which phone do you have?
      ମୁଁ ଜାଣିଛି ! ଆପଣଙ୍କ ପାଖରେ କେଉଁ ଫୋନ୍ ଅଛି?


      I have a Samsung phone, with a 5 mega-pixel camera.
      ମୋ ପାଖରେ ଗୋଟେ ସ୍ୟାମ୍ସଂଗ୍ ଫୋନ୍ ଅଛି, ଯେଉଁଥିରେ 5mp ର କ୍ୟାମେରା ଅଛି.


      How much did you buy it for?
      ଆପଣ ଏହାକୁ କେତେ ରେ କିଣି ଥିଲେ?


      I bought it for 8000/- bucks!
      ମୁଁ ଏହି ଟା 8000/- ଟଙ୍କା ରେ କିଣି ଥିଲି.


      'ତୁମ ପାଖରେ କେଉଁ ଫୋନ୍ ଅଛି?'ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ.;
      Which phone are you have?
      Whose phone do you have?
      Which phone have you?
      Which phone do you have?
      'ତୁମେ ଏହାକୁ କେତେ ରେ କିଣିଲ?'
      How much did you bought it for?
      How much did you buy it for?
      ମୁଁ ଏହାକୁ 8000 ଟଙ୍କା ରେ କିଣିଲି.
        • I brought
        • Rupees 8000.
        • I bought
        • it's
        • it
        • for
        ଡାଏଲଗ୍ ଶୁଣନ୍ତୁ
        我的越南河粉ne has great battery life. How about yours?
        ମୋ ଫୋନ୍ ର ବ୍ୟାଟେରୀ ଟା ବହୁତ ଭଲ. ତୁମ ବ୍ୟାଟେରୀ ଟା କେମିତି?


        我的越南河粉ne has really pathetic battery life!
        ମୋ ଫୋନ୍ ର ବ୍ୟାଟେରୀ ଟା ବହୁତ ଖରାପ.


        You should have asked me before buying one.
        ଆପଣଙ୍କୁ ଏହିଟା କିଣିବା ପୁର୍ବରୁ ମତେ ପଚାରିବା କଥା ଥିଲା.


        Yes, I should have.
        ହଁ, ମତେ ପଚାରିବା ଦରକାର ଥିଲା.


        ମୋ ଫୋନ୍ ର ବ୍ୟାଟେରୀ ଲାଇଫ୍ ଟା ଭଲ.
          • batteries life
          • my phone's
          • good.
          • have
          • battery life
          • is
          ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
          我的越南河粉ne has ______
          really pathetical
          really pathetic
          really pathetics
          really pathetically
          'କିଣିବା ପୁର୍ବରୁ ଆପଣଙ୍କୁ ମତେ ପଚାରିବା କଥା ଥିଲା. 'ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
          You should have asked me before buying.
          You have asked me before buying.
          You have to ask me before buying.
          You will ask me before buying.
          ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
          Yes, I ______
          should have
          did
          should had
          was
          ଡାଏଲଗ୍ ଶୁଣନ୍ତୁ
          我的越南河粉ne is very stylish
          ମୋର ଫୋନ୍ ବହୁତ ଣ୍ଟାଈଲିଶ୍.


          Yes, mine doesn't even look like it's for 8000 bucks
          ହାଁ, ମୋର ତ 8000/- ଟଙ୍କା ଭଳିଆ ଲାଗୁନି.


          There are new phones available at very cheap prices now.
          ନୁଆ ଫୋନ୍ ଆଜି କାଲି ବହୁତ ସସ୍ତାରେ ମିଳୁଛି .


          Yes, whenever I have to buy a new phone, we will go together.
          ହାଁ, ଯେବେ ମତେ ନୁଆ ଫୋନ୍ କିଣିବା ର ଥିବ, ଆମେ ଏକା ସାଥିରେ ଯିବା.


          'ମୋର ଫୋନ୍ ବହୁତ ଣ୍ଟାଈଲିଶ୍.'ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
          我的越南河粉ne is almost stylish.
          我的越南河粉ne is somewhat stylish.
          我的越南河粉ne is not stylish.
          我的越南河粉ne is very stylish.
          ମୋର ଫୋନ୍ ଟା ଜମା 8000/- ଟଙ୍କା ର ଜଣା ପଡୁ ନାହିଁ.
            • even look like
            • do not
            • my phone
            • doesn't
            • mine phone
            • it's for 8000 bucks.
            'ଯେବେ ମତେ ନୁଆ ଫୋନ୍ କିଣିବାର ଥିବ, ଆମେ ଏକା ସାଥିରେ ଯିବା.'ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
            We will go together whenever I have to buy a new phone.
            We will go get-together whenever I have to buy a new phone.
            We will go together however I have to buy a new phone.
            We will go together whichever I have to buy a new phone.
            =
            !
            ଶୁଣନ୍ତୁ
            ଟିପ୍
            ପରବର୍ତ୍ତୀ ଶବ୍ଦ