ଅନୁମତି ନେବା: Can, could, may, be allowed to
try Again
Tip1:hello
Lesson 237
ଅନୁମତି ନେବା: Can, could, may, be allowed to
ଟିପ୍
Can/Could/May I see the document, please? = କଣ ମୁଁ କାଗଜ ପତ୍ର ଦେଖି ପାରିବି?
ଆମେ 'Can/Could/May/be allowed to' ର ପ୍ରୟୋଗ ଅନୁମତି ମାଗିବା ପାଇଁ କରି ପାରିବା.
=
'Could',' can' ଠାରୁ ଅଧିକ ନମ୍ର ଲାଗେ.
'May', 'could' ଏବଂ 'can', ଦୁଇଟା ଯାକ ବହୁତ ଔପଚରିକ .
ଟିପ୍
May I swim in this pool? = କଣ ମୁଁ ଏହି ପୁଲ୍ ରେ ପହଁରି ପାରିବି?
ଏଠାରେ ଆପଣ କେବେଳ ଅନୁମତି ମାଗୁଛନ୍ତି କି ଆପଣ ପୁଲ୍ ରେ ପହଁରି ପାରିବେ ନା ନାହିଁ
Am I allowed to swim in this pool? = କଣ ମତେ ଏହି ପୁଲ୍ ରେ ପହଁରିବା ର ଅନୁମତି ଅଛି?
ଦ୍ବିତୀୟ ବାକ୍ୟରେ ଆପଣ ପଚାରୁଛନ୍ତି କି ନିୟମ ଅନୁସାରେ, ଆପଣ ପୁଲ୍ ରେ ପହଁରି ପାରିବେ ନା ନାହିଁ. ହେଇପାରେ କି ଗୋଟେ ଛୋଟ ପିଲାକୁ ପୁଲ୍ ରେ ପହଁରି ବାର ଅଛି.
ଟିପ୍
Could we park here? No, you can't = କଣ ଆମେ ଏଠାରେ ଗାଡି ପାର୍କ୍ କରି ପାରିବୁ? ନାଁ, ଆପଣ କରି ପାରିବେ ନାହିଁ.

ଅନୁମତି ଦେବା ପାଇଁ କିମ୍ବା ମନା କରିବା ପାଇଁ ଆମେ 'can/can't' ଏବଂ 'may/may not' ର ପ୍ରୟୋଗ କରି ପାରିବା.
=
Could we park here? No, you couldn't.
ଅନୁମତି ଦେବା ପାଇଁ କିମ୍ବା ମନା କରିବା ପାଇଁ ଆମେ 'could/couldn't' ର ପ୍ରୟୋଗ କରି ପାରିବା ନାହିଁ କାରଣ ଏହି ବାକ୍ୟର ଅର୍ଥ ହେଇଯିବ -ନାଁ, ଆପଣ କରି ପାରି ନଥାନ୍ତେ. କିନ୍ତୁ, ଅନୁମତୀ ପାଇଁ ଏହି କ୍ଷଣି ପଚରା ଯାଉଛି .
'ଆପଣ ଜଣଙ୍କର ଘରେ ଅଛନ୍ତି, ଏବଂ ଆପଣଙ୍କୁ ତାଙ୍କର ଫୋନ୍ ବ୍ୟବହାର କରିବା ର ଅଛି. 'ଆପଣ କଣ କହିବେ?;
我可以use the phone?
Can use the phone?
我可以using the phone?
我可以used the phone?
'ଆପଣଙ୍କୁ ଗୋଟେ ପେନ୍ ଦରକାର, ଏବଂ ଆପଣଙ୍କ ପାଖରେ ଠିଆ ହେଇଥିବା ବ୍ୟକ୍ତି ପାଖରେ ପେନ୍ ଅଛି.'ଆପଣ କଣ କହିବେ?
我可以borrow your pen for a minute, please?
我可以borrowed your pen for a minute, please?
'ଆପଣ ଥିଏଟର୍ ରେ ଅଛନ୍ତି ଏବଂ ଆପଣଙ୍କୁ ଧୁମ୍ରପାନ କରିବାର ଅଛି. 'ଆପଣ କଣ କହିବେ?
Am I allowed to smoke in the theater?
Am I allowed to smoking in the theater?
'ଆପଣଙ୍କର ସାଙ୍ଗ ମାନେ ଜାଣିବାକୁ ଚାହୁଁଛନ୍ତି କି ଆପଣ ତାଙ୍କ ସହିତ କାଲି ରାତିରେ କାହିଁକି ଦେଖା କରିଲେ ନାହିଁ ?'ଆପଣ ସେମାନଙ୍କୁ କଣ ଉତ୍ତର ଦେବେ?
I wasn't allowed to go out because my parents wanted me to study.
I wasn't allow to go out because my parents wanted me to study.
'ଆପଣ ନିଜର ଅଫିସ୍ ର ସହକର୍ମୀ ସହିତ କଥା ହେଉଛନ୍ତି .'ଆପଣ କଥା ବାର୍ତ୍ତା କିପରି ଆରମ୍ଭ କରିବେ?
May I ask you something?
May I asked you something?
'ଆପଣଙ୍କର ଭଉଣୀ କୁ ଆପଣଙ୍କ ଗାଡି ବ୍ୟବହାର କରିବାର ଅଛି. ଏବଂ ଆପଣ ତାକୁ ଅନୁମତି ଦେଉଛନ୍ତି. 'ତେବେ ଆପଣ ଦୁଇ ଜଣ କିପରି କଥାବାର୍ତ୍ତା ହେବେ?
妹妹:虽ld I borrow your car for a couple of hours? Me: Yes, of course you can.
妹妹:虽ld I borrow your car for a couple of hours? Me: Yes, of course you could.
'କଣ ମୁଁ ଆପଣଙ୍କର ନୋଟ୍ସ୍ ଦେଖି ପାରିବି?'ର ଇଂରାଜୀରେ ଅନୁବାଦ କରନ୍ତୁ.
I could take a look at your notes?
Could I take a look at your notes?
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
I may
Am I
May I
May be I
ତଳେ ଦିଆ ଯାଇଥିବା ପ୍ରଶ୍ନର ସଠିକ୍ ଉତ୍ତର କଣ ହେବ?'Could I borrow your eraser?'
Sure, you are
Sure, you can
'ଯେଉଁ ରେସ୍ଟୋରନ୍ଟ୍ ରେ ସେ କାମ କରେ, ସେଠାରୁ ଖାଦ୍ୟ ନେଇକି ଯିବାକୁ ତାକୁ ଅନୁମତି ଅଛି.'ର ଇଂରାଜୀରେ ଅନୁବାଦ କରନ୍ତୁ.
She is allowed to take home some food from the restaurant she works in.
She is allow to take home some food from the restaurant she works in.
କଣ ମୁଁ ଆପଣଙ୍କର ପେନ୍ ଗୋଟେ ମିନିଟ୍ ପାଇଁ ନେଇ ପାରିବି?
      • 我可以
      • Am I
      • borrow
      • for a minute?
      • your pen
      • borrowed
      କଣ ମତେ ଏଠାରେ ଫୋଟ ଉଠେଇବାର ଅନୁମତି ଅଛି?
        • here?
        • am I allowed
        • am I allow
        • to
        • take photos
        • can I allowed
        କଣ ଆପଣ ଝରକା ଖୋଲି ପାରିବେ କି?
          • could
          • the window?
          • you
          • open to
          • open
          • opened to
          'କଣ ମୁଁ ଏଠାରେ ବସି ପାରିବି?'ର ଇଂରାଜୀରେ ଅନୁବାଦ କରନ୍ତୁ.
          May I sit here, please?
          May I sat here, please?
          =
          !
          ଶୁଣନ୍ତୁ
          ଟିପ୍
          ପରବର୍ତ୍ତୀ ଶବ୍ଦ