Shopping ସମ୍ଭାନ୍ଧିତ କଥା-ବର୍ତ୍ତା ଶିଖନ୍ତୁ
try Again
Tip1:hello
Lesson 43
Shopping ସମ୍ଭାନ୍ଧିତ କଥା-ବର୍ତ୍ତା ଶିଖନ୍ତୁ
Can = କରି ପାରିବି
I = ମୁଁ
help = ସାହାଯ୍ୟ
ଟିପ୍
Can I help you? = କଣ ମୁଁ ଆପଣଙ୍କର ସାହାଯ୍ୟ କରି ପାରିବି ?
Can କିଛି କାମ କୁ କରିବା ର ସାମର୍ଥ୍ୟ ପ୍ରକାଶ କରେ.
Can I help you? = କଣ ମୁଁ ଆପଣଙ୍କର ସାହାଯ୍ୟ କରି ପାରିବି ?
=
ଇଂରାଜୀ ରେ ଅନୁବାଦ କରନ୍ତୁ
ସାହାଯ୍ୟ
ଇଂରାଜୀରେ ଅନୁବାଦ କରନ୍ତୁ
କଣ ମୁଁ ଆପଣଙ୍କର ସାହାଯ୍ୟ କରି ପାରିବି ?
ଶୁଣନ୍ତୁ
Vendor: Can I help you?
ଭେଣ୍ଡର : କଣ ମୁଁ ଆପଣଙ୍କର ସାହାଯ୍ୟ କରି ପାରିବି ?


: Yes, I want a packet of chips.
: ହଁ, ମତେ ଗୋଟେ ପ୍ୟାକେଟ୍ ଚିପ୍ସ୍ ଦରକାର.


'I want a packet of chips.'ର ଓଡିଆରେ ଅନୁବାଦ କଣ ହେବ ?;
ମତେ ଚିପ୍ସ୍ ଖାଇବା ର ଅଛି
ମତେ ଗୋଟେ ପ୍ୟାକେଟ୍ ଚିପ୍ସ୍ ଦରକାର
ମତେ ଗୋଟେ ପ୍ୟାକେଟ୍ ଦୁଗ୍ଧ ଦରକାର
ମତେ ଗୋଟେ କିଲୋ ଫଳ ଦରକାର
ଟିପ୍
I want = ମତେ ଦରକାର

I would like
= ମୁଁ ଚାହୁଁଛି
I would like ହେଉଛି ଏକ ନମ୍ର ଭାବ.
I would like = ମୁଁ ଚାହୁଁଛି
a = ଗୋଟେ
'I would like a pack of ice cream'ର ଓଡିଆରେ ଅନୁବାଦ୍ କଣ ହବ ?
ମୁଁ ଗୋଟେ ପ୍ୟାକ୍ ଆଇସ୍ କ୍ରିମ୍ ଚାହୁଁଛି
ମୁଁ ଗୋଟେ ପ୍ୟାକ୍ ଚିପ୍ସ୍ ଚାହୁଁଛି
ଦାଏଲଗ୍ ଶୁଣିକି, ସେହି ଦୋକାନ ର ନାଁ ବାଛନ୍ତୁ, ଯେଉଁଠାରେ ଏହି କଥାବାର୍ତ୍ତା ହେଉଛି.'Can I help you?
Yes, I would like some milk please.'
;
Fish Market
Dairy
Florists Store
Butcher's Market
ଡାଏଲଗ୍ ଶୁଣିକି, ସେହି ଦୋକାନ ର ନାଁ ବାଛନ୍ତୁ, ଯେଉଁଠାରେ ଏହି କଥାବାର୍ତ୍ତା ହେଉଛି.'Can I help you?
Yes! I would like a packet of chips please.'
;
Grocery Store
Butcher's Market
Book Store
Vegetable Market
ଡାଏଲଗ୍ ଶୁଣିକି, ସେହି ଦୋକାନ ର ନାଁ ବାଛନ୍ତୁ, ଯେଉଁଠାରେ ଏହି କଥାବାର୍ତ୍ତା ହେଉଛି.'Can I help you?
Yes! I would like to buy some onions and some tomatoes.'
;
Butcher's Market
Fish Market
Vegetable Market
Book Store
ଡାଏଲଗ୍ ଶୁଣିକି, ସେହି ଦୋକାନ ର ନାଁ ବାଛନ୍ତୁ, ଯେଉଁଠାରେ ଏହି କଥାବାର୍ତ୍ତା ହେଉଛି.'Hello! I would like some red roses please.';
Florist
Butcher's Market
Book Store
Fish Market
Can = କଣ ମୁଁ ପାଇବି/କଣ ମତେ ମିଳିବ
I = ମୁଁ
have = ମିଳିବା/ପାଇବା /ପାଖରେ ଥିବା
some = କିଛି
ଟିପ୍
Can I have some red roses? = କଣ ମତେ କିଛିଟା ଲାଲ୍ ଗୋଲାପ ମିଳିବ/ମିଳି ପାରିବ ?
Can I have some oranges? = କଣ ମତେ କିଛିଟା କମଳା ମିଳିବ/ମିଳି ପାରିବ ?
Can I have = କଣ ମତେ କିଛି ମିଳିବ/ମିଳି ପାରିବ ?
ଡାଏଲଗ୍ ଶୁଣିକି, ସେହି ଦୋକାନ ର ନାଁ ବାଛନ୍ତୁ, ଯେଉଁଠାରେ ଏହି କଥାବାର୍ତ୍ତା ହେଉଛି.'Can I have some meat please?';
Butcher's Market
Vegetable Market
Book Store
Florist
ଉପଯୁକ୍ତଶବ୍ଦରଚୟନକରି,ଶୁନ୍ୟସ୍ଥାନପୁରଣକରନ୍ତୁ
Can I ______
Has
have
am have
ଉପଯୁକ୍ତଶବ୍ଦରଚୟନକରି,ଶୁନ୍ୟସ୍ଥାନପୁରଣକରନ୍ତୁ
I ______
would
want
have
ଉପଯୁକ୍ତଶବ୍ଦରଚୟନକରି,ଶୁନ୍ୟସ୍ଥାନପୁରଣକରନ୍ତୁ
I would like ______
a
little
am
ଟିପ୍
I would like a packet of chips = ମୁଁ 1 ପ୍ୟାକେଟ୍ ଚିପସ୍ ଚାହୁଁଛି.
1 = a/an/one
I would like some chips = ମୁଁ କିଛି ଚିପ୍ସ୍ ଚାହୁଁଛି.
>1 = Some
ଡାଏଲଗ୍ ଶୁଣିକି, ସେହି ଦୋକାନ ର ନାଁ ବାଛନ୍ତୁ, ଯେଉଁଠାରେ ଏହି କଥାବାର୍ତ୍ତା ହେଉଛି.'Can I have some cough syrup please?';
Medical Store
Florist
Fish Market
Butcher's Market
ଉପଯୁକ୍ତଶବ୍ଦରଚୟନକରି,ଶୁନ୍ୟସ୍ଥାନପୁରଣକରନ୍ତୁ
Can I ______
am help you?
help you?
helps you?
ଉପଯୁକ୍ତଶବ୍ଦରଚୟନକରି,ଶୁନ୍ୟସ୍ଥାନପୁରଣକରନ୍ତୁ
Can I help ______
your?
you?
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ