ଇଂରାଜୀ ରେ phone ରେ କଥା ହେବା ଶିଖନ୍ତୁ
try Again
Tip1:hello
Lesson 99
ଇଂରାଜୀ ରେ phone ରେ କଥା ହେବା ଶିଖନ୍ତୁ
May I speak = କଣ ମୁଁ କଥା ହେଇ ପାରିବି
to = ସାଂଗରେ
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
May I am speak to
I may speak to
May I speak to
Am I speak to
ଡାଏଲଗ୍ ଶୁଣନ୍ତୁ
Hello, may I speak to Neha please?
ହେଲୋ, କଣ ମୁଁ ନେହା ସାଂଗରେ କଥା ହେଇ ପାରିବି କି?


Speaking. What's up?
କହୁଛି. କଣ ଚାଲିଛି?


Why weren't you answering the phone?
ତୁମେ ଫୋନ୍ ର ଉତ୍ତର କାହିଁକି ଦଉ ନଥିଲ ?


Sorry about that. I was helping my mom in the kitchen.
ସେଇଥି ପାଇଁ କ୍ଷମା କର, ମୁଁ ରୋଷେଇ ଘରେ ମୋ ମାଁ ଙ୍କର ସାହାଯ୍ୟ କରୁଥିଲି


'ହେଲୋ, କଣ ସଚିନ୍ ସେଠାରେ ଅଛି?'ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
Hello, there is Sachin?
Hello, is Sachin there?
Hello, is Sachin here?
Hello, is there Sachin?
ଡାଏଲଗ୍ ଶୁଣନ୍ତୁ
Hi! Is Neha there?
ନମସ୍କାର ! ନେହା ଅଛି କି ?


No, Neha is not at home. Who's calling?
ନା, ନେହା ନାହିଁ କିଏ କହୁଛନ୍ତି ?


This is Sachin
ମୁଁ ସଚିନ୍


Hi Sachin. Can I take a message?
ନମସ୍କାର ସଚିନ୍, କଣ ମୁଁ କିଛି ମେସେଜ୍ ନେଇ ପାରିବି ?


Yes, please. Please let her know that I won't be coming to office tomorrow.
ଆଜ୍ଞା. କୃପା କରି ତାଙ୍କୁ କହିଦେବେ କି ମୁଁ କାଲି ଅଫିସ୍ ଆସିବିନି


ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
Who
Whose
Who's
Whom
କଣ ମୁଁ (କିଛି) ମେସେଜ୍ ନେଇ ପାରିବି?
      • a
      • take
      • I
      • bring
      • Can
      • message?
      'ମୁଁ ଆପଣଙ୍କୁ କଅଲ୍ କରିବାକୁ ଚେଷ୍ଟା କରୁଥିଲି'ର ଇଂରାଜୀରେ ଅନୁବାଦ କଣ ହେବ.(ସଠିକ୍ ବିକଳ୍ପ ବାଛନ୍ତୁ);
      I was trying to call you
      I was trying to call to you
      I was trying to ring to you
      I was tried to call you
      ଆପଣ ମତେ କାହିଁକି କଅଲ୍ କରୁଥିଲେ?
        • were you
        • call
        • calling
        • to
        • me?
        • why
        'ଆପଣ ମତେ କିଛି ସମୟ ପରେ କଅଲ୍ କରି ପାରିବେ କି ?'ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
        Are you call me after some time?
        Can you call me after some time?
        Did you call me after some time?
        Do you call me after some time?
        Is this = କଣ ଏଇଟା
        a good time = ଠିକ୍ ସମୟ
        ଟିପ୍
        Is this a good time to talk? = କଣ ଏହି ଟା କଥା ହେବା ପାଇଁ ଠିକ୍ ସମୟ?
        ଯେତେ ବେଳେ ଆମେ କାହାକୁ କଅଲ୍ କରୁ, ସେତେ ବେଳେ ବିନମ୍ରତା ସହ ପଚାରିବା କଥା କି ଆମ କଅଲ୍ ଯୋଗୁ ତାଙ୍କର କିଛି ଅସୁବିଧା ହେଉନି ତ
        Hope I am not disturbing you = ଆଶା କରୁଛି ମୁଁ ଆପଣଙ୍କୁ ଡ଼ିସ୍ଟର୍ବ୍ (ହୈରାଣ) କରୁନି
        କଣ ଏହି ଟା କଥା ହେବା ପାଇଁ ଠିକ୍ ସମୟ?
          • good time
          • this
          • Is
          • to talk?
          • the
          • a
          କିଏ କହୁଛନ୍ତି?
          ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
          Can you ______
          call me after time?
          call to me after some time?
          call me after sometimes?
          ଡାଏଲଗ୍ ଶୁଣନ୍ତୁ
          Hi, how are you. Is Neha there?
          ହାଏ, ଆପଣ କେମିତି ଅଛନ୍ତି? ନେହା ଅଛି କି?


          Speaking. What's up?
          କହୁଛି. କଣ ଚାଲିଛି?


          Why did you not answer the phone?
          ଆପଣ ଫୋନ୍ ର ଉତ୍ତର କାହିଁକି ଦେଲେନି ?


          Oh, Sorry about that. I was helping my mom in the kitchen.
          ଓଃ, ସେଇଥିପାଇଁ କ୍ଷମା କରିବେ. ମୁଁ ରୋଷେଇ ଘରେ ମାଁ ଙ୍କର ସାହାଯ୍ୟ କରୁଥିଲି.


          That's all right.
          କିଛି ଅସୁବିଧା ନାହିଁ.


          Tell me.
          ଆଉ କୁହନ୍ତୁ


          我在想,我们可以星期六出去。
          ମୁଁ ଭାବୁ ଥିଲି କି ଆମେ ଶନିବାର ଦିନ ବାହାରକୁ ଯାଇ ପାରିବା


          Sounds good. Where should we go?
          ଭଲ ଶୁଣା ଯାଉଛି. ଆମକୁ କୁଆଡେ ଜୀବା କଥା?


          I was thinking about watching a movie.
          ମୁଁ ଗୋଟେ ଫିଲ୍ମ୍ ଦେଖିବାକୁ ଭାବୁଥିଲି


          ମୁଁ ଆପଣଙ୍କୁ କିଛି ସମୟ ପରେ କଅଲ୍ କରିବି
            • call you back
            • will
            • after
            • some time.
            • sometimes.
            • I
            ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
            Can I ______
            call you back
            call back to you
            do a call back
            =
            !
            ଶୁଣନ୍ତୁ
            ଟିପ୍
            ପରବର୍ତ୍ତୀ ଶବ୍ଦ