ଖୁସି ଓ ଦୁଃଖ ଜଣେଇବା
try Again
Tip1:hello
Lesson 119
ଖୁସି ଓ ଦୁଃଖ ଜଣେଇବା
ଟିପ୍
I am very excited about my new car = ମୁଁ ମୋର ନୁଆ ଗାଡି ପାଇଁ ବହୁତ ଉତ୍ସାହିତ ଅଛି
Excited = ଉତ୍ସାହିତ
I am excited about my new job = ମୁଁମୋରନୁଆଚାକିରୀପାଇଁବହୁତଉତ୍ସାହିତଅଛି
Very excited = ବହୁତ ଉତ୍ସାହିତ
I cherish = ମୁଁ ମନରେ ଯତ୍ନ ସହିତ ରଖେ
the time that = ସେହି ସମୟ
ମୋର ପିଲାଦିନ କଥା ଗୁଡିକୁ ମୁଁ ମନ ରେ ଯତ୍ନ ସହିତ ରଖିଛି.
      • children
      • I cherish
      • childhood
      • memories
      • my
      • on
      ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
      I am ______
      many
      非常
      a few
      so really
      'ମୁଁ ମୋ ନୁଆ ଡ୍ରେସ୍ ପାଇଁ ପ୍ରଚୁର ଭାବ ରେ ଉତ୍ସାହିତ ଅଛି 'ର ଇଂରାଜୀ ରେ ଅନୁବାଦ ବାଛନ୍ତୁ;
      I am a few excited about my new dress.
      I am many excited about my new dress.
      I am quite excited about my new dress.
      I am so much excite about my new dress.
      ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
      I am ______
      really
      many
      few
      so really
      ଟିପ୍
      =
      ଯେତେ ବେଳେ ଆପଣଙ୍କୁ କୌଣସି ଅନୁଭବ (experience) କୁ ନେଇ ନିଜ ଉତ୍ସାହ ବ୍ୟକ୍ତ କରିବା ର ଅଛି ତାହାଲେ, ତା ପାଇଁ ଇଂରାଜୀ ରେ କିଛିଟା ବିଶେଷଣ ଉପସ୍ଥିଥ ଅଛି:
      incredible = ଅବିଶ୍ବାସ୍ୟ
      unbelievable = ଆଶ୍ଚର୍ଯ୍ୟଜନକ
      fantastic = ଅପରୁପ
      amazing = ବିସ୍ମୟ
      =
      ଟିପ୍
      I can’t believe how much fun I had on the ride! = ମତେ ବିଶ୍ବାସ ହେଉ ନାହିଁ କି ମତେ ଏହି ସବାରୀ (ride) ରେ କେତେ ଆନନ୍ଦ ଆସିଲା !
      I can't believe = ମତେ ବିଶ୍ବାସ ହେଉ ନାହିଁ (ର ବ୍ୟବହାର ଅଧିକାଂଶ ସମୟରେ ଏକ ଭଲ ଭାବରେ ନିଜର ଆଶ୍ଚର୍ଯ୍ୟ କୁ ବ୍ୟକ୍ତ କରିବା ପାଇଁ କରାଯାଏ)
      =
      'ବାହ ! ସୁର୍ଯ୍ୟାସ୍ତ ଟା କେତେ ବିସ୍ମୟକର.'ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ;
      Wow! The sunset is amazing
      Wow! The sunset is amazingly
      Wow! The sunset is awesomely
      Wow! The sunset is amazed
      'ସେହି ପର୍ବତ କୁ ଦେଖ. ସେହିଟା କେତେ ବିସ୍ମୟକର!'ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ;
      Look at that mountain. It's amazing.
      Look at that mountain. It's amazingly.
      Look at that mountain. It's incredibly.
      Look at that mountain. It's awesomely.
      ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
      The snacks are ______
      incredibly
      superb
      bad
      horrible
      ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
      The food in that restaurant is ______
      fantastic
      fantastically
      awesomely
      amazingly
      ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
      Look at this showpiece. It's ______
      incredibly
      incredible
      awesomely
      amazingly
      ଟିପ୍
      I am really happy for you. Good luck! = ଗୁଡ୍ ଳକ୍ ! ମୁଁ ତୁମ ପାଇଁ ବହୁତ ଖୁସି ଅଛି.
      ଆଉ କାହା ପାଇଁ ଉତ୍ସାହ ବ୍ୟକ୍ତ କରିବା ପାଇଁ happy = ଖୁସି, excited= ଉତ୍ସାହିତ, delighted = ଆନନ୍ଦିତ ଇତ୍ୟାଦି ଶବ୍ଦ ର ବ୍ୟବହାର କରାଯାଏ.
      =
      'ସେ ତା ସ୍ବାମୀ ପାଇଁ ବହୁତ ଉତ୍ସାହିତ ଅଛି 'ର ଇଂରାଜୀ ରେ ଅନୁବାଦ ବାଛନ୍ତୁ;
      She are really excited for her husband.
      She is really excitement for her husband.
      She is really excited for her husband.
      She is hardly excited for her husband.
      ଟିପ୍
      Congratulations on your new house! = ନୁଆ ଘର ପାଇଁ ଅଭିନନ୍ଦନ !
      କାହାର ଖୁସି ରେ ଯୋଗ ଦେବା ଓ ଅଭିନନ୍ଦନ ଜଣେଇବା ପାଇଁ 'congratulations' ଶବ୍ଦ ର ବ୍ୟବହାର କରାଯାଏ.
      =
      'ଅଭିନନ୍ଦନ ! ତୁମେ ଶ୍ରେଣୀ ରେ ଶ୍ରେଷ୍ଠ ଆସିଛ.'ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ;
      Congratulations! You topped the class
      Congrates you topped the class
      Congregation you topped in class
      Congratulations! you were topped the class
      ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
      I am ______
      非常happy for
      many happy for
      非常happiness for
      非常happy to
      ଟିପ୍
      That's great! You should be proud of yourself = ଅତି ବଢିୟା ! ତୁମକୁ ନିଜ ଉପରେ ଗର୍ବିତ ଅନୁଭବ ହେବା କଥା .
      ଯେବେ କୌଣସି ବ୍ୟକ୍ତି ଆପଣଙ୍କ ସହିତ ନିଜର ଉତ୍ସାହ ଟା ବାଣ୍ଟୁଛି, ତେବେ ତା ଭଲ ଖବର ପ୍ରତି ନିଜର ପ୍ରତିକ୍ରିୟା ବ୍ୟକ୍ତ କରିବା ନିମନ୍ତେ That's great= ବହୁତ ବଢିୟା, fantastic = ଅସାଧାରଣ ଭଳିଆ ଶବ୍ଦ ଗୁଡିକର ପ୍ରୟୋଗ କରାଯାଏ.
      =
      ଟିପ୍
      Well, to tell you the truth, I didn't like it that much = ସତ କହିବି ଯଦି, ମତେ ଏହିଟା ଅଧିକ ପସନ୍ଦ ଆସିଲା ନାହିଁ
      Disagreement = କାହା ସହିତ ମତାନ୍ତର କିମ୍ବା ମତଭେଦ ଥିବା.
      ଏହି ବାକ୍ୟରେ ମତାନ୍ତର ବ୍ୟକ୍ତ କରା ଯାଇଛି.
      =
      'ଏମିତି ରେ, ମତେ ସୁପ୍ ଅଧିକ ପସନ୍ଦ ନୁହେଁ 'ର ଇଂରାଜୀ ରେ ଅନୁବାଦ କରନ୍ତୁ
      ;
      Well, I didn't really like the soup that much
      Well, I didn't really liked the soup that much
      Well, I am not really like the soup that much
      Well, I have not really like the soup that much
      ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
      Well, ______
      I don't think
      I din't think
      I does think
      I don't thinks
      ଡାଏଲଗ୍ ଶୁଣନ୍ତୁ
      Hi Neha! I am engaged.
      ହାଏ ନେହା, ମୋର ନିର୍ବନ୍ଧ ହେଇ ଯାଇଛି


      That's fantastic! Congratulations.
      ଅଭିନନ୍ଦନ. ବହୁତ ବଢିଆ ହେଲା.


      Thanks. I can't believe I am going to get married.
      ଧନ୍ୟବାଦ. ମତେ ବିଶ୍ବାସ ହେଉ ନାହିଁ କି ମୋର ବିବାହ ହେଉଛି


      I am really happy for you.
      ମୁଁ ତୁମ ପାଇଁ ବହୁତ ଖୁସି ଅଛି


      Thanks. I just had to share the good news.
      ଧନ୍ୟବାଦ. ମତେ କେବଳ ତୁମ ସହିତ ଏହି ଭଲ/ଖୁସି ଖବରଟା ବାଣ୍ଟିବା ର ଥିଲା.


      =
      !
      ଶୁଣନ୍ତୁ
      ଟିପ୍
      ପରବର୍ତ୍ତୀ ଶବ୍ଦ