Past Perfect Tense: ସକାରାତ୍ମକ
try Again
Tip1:hello
Lesson 136
Past Perfect Tense: ସକାରାତ୍ମକ
ଟିପ୍
He had worked hard before he fell ill. = ସେ ଅସୁସ୍ଥ ହେବା ପୁର୍ବରୁ କଡ଼ା ପରିଶ୍ରମ କରିଥିଲା.
Past Perfect tense ର ସେତେ ବେଳେ ପ୍ରୟୋଗ କରାଯାଏ, ଯେବେ ଆମକୁ ଅତୀତ କାଳରେ ଘଟିଥିବା ଦୁଇଟା ଘଟଣା ର ବର୍ଣ୍ଣନା କରିବାର ଥାଏ ଏବଂ ପ୍ରଥମ ଘଟଣା ଟା ଦ୍ବିତୀୟ ଘଟଣା ପୁର୍ବରୁ ସମାପ୍ତ ହେଇ ଯାଇ ଥାଏ.
ଯେଉଁ ଘଟଣା ପ୍ରଥମେ ଘଟିଥାଏ, ତାକୁ past perfect ରେ ବର୍ଣ୍ଣନା କରାଯାଏ ଏବଂ ଦ୍ବିତୀୟ ଘଟଣା କୁ simpe past ରେ.
=
Past Perfect affirmative କରିବା ପାଇଁ: Subject + 'had' + Past Participle.
subject 有/ d 过去的一部分iciple
i 有/ d worked
you 有/ d worked
he 有/ d worked
she 有/ d worked
it 有/ d worked
we 有/ d worked
they 有/ d worked
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
They ______
had speak
had spoke
had spoken
had speaked
ମୁଁ ପହଞ୍ଚିଲା ପୁର୍ବରୁ, ସେ ଖାଇ ସାରିଥିଲା.
      • had
      • before
      • already ate
      • he
      • already eaten
      • I arrived.
      ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
      Neha arrived at 8:00 p.m. but the movie ______
      has started
      had started
      started had
      start
      ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
      After the train left, Neha realized that she ______
      left
      left had
      had leave
      had left
      ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
      I ______
      had never seen
      had never see
      had never saw
      never see
      ଆମକୁ ରୁମ୍ ଟା ମିଳିଲା କାରଣ ଆମେ ପୁର୍ବରୁ(ଏଡଭାନ୍ସ୍ ରେ) ବୁକ୍ କରି ସାରିଥିଲୁ.
        • we had booked
        • we were able
        • in advance.
        • to get
        • because
        • a room
        'ସେ ନିଜର କୃତି ପାଇଁ ବହୁତ ଲଜ୍ଜିତ ଥିଲା.'ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
        He was very sorry for what he had done.
        He had been very sorry for what he did.
        He was very sorry for what he had did.
        He was very sorry for what he was done.
        ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
        She only ______
        understand
        had understand
        understood
        had understood
        ସେମାନେ ଲଣ୍ଡନ୍ ରେ ଆଗରୁ ରହି ସାରିଥିଲେ.
          • London before.
          • had
          • in
          • they
          • lived
          • live
          ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
          I was looking to meet my friend's sister as I ______
          had heard
          had hear
          had hearded
          hear
          'ସଚିନ୍ ଦିଲ୍ଲୀ ବିଷୟରେ ଜାଣିଥିଲା କାରଣ ସେ ସେଠାରେ ଆଗରୁ ରହି ସାରିଥିଲା.'ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
          Sachin knew about Delhi because he had lived there before.
          Sachin knew about Delhi because he had live there before.
          Sachin had knew about Delhi because he had lived there before.
          Sachin known about Delhi because he had lived there before.
          'ମୁଁ କିଛି କରିବା ପୁର୍ବରୁ ଚୋର ମୋ ଘଣ୍ଟା ଚୋରୀ କରି ନେଲା.'ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
          Before I could do anything, the thief had stole my watch.
          Before I could do anything, the thief had stolen my watch.
          Before I could do anything, the thief stolen my watch.
          Before I could do anything, the thief had stealed my watch.
          ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
          They ______
          have visit
          visiting
          had visited
          had visit
          'ମୁଁ ମୋର କାମ ମୋର ବଅସ୍ ଆସିବା ପୁର୍ବରୁ ସାରି ଦେଇଥିଲି.'ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
          I have finished my work before my boss came.
          I had finishing my work before my boss came
          I had finish my work before my boss came.
          I had finished my work before my boss came.
          ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
          The lunch ______
          had finished
          had finish
          finish had
          finish
          ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
          I did not have any money because I ______
          lose
          had lost
          had losen
          had lose
          =
          !
          ଶୁଣନ୍ତୁ
          ଟିପ୍
          ପରବର୍ତ୍ତୀ ଶବ୍ଦ